অর্থ : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
							উদাহরণ : 
							ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
							
সমার্থক : ଖବରଦାର କରିବା, ଚେତାବନୀ ଦେବା, ସୂଚେଇ ଦେବା
অন্য ভাষালৈ অনুবাদ :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।অর্থ : ସାବଧାନ ବା ହୁସିଆର କରିବା
							উদাহরণ : 
							ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
							
সমার্থক : ଚେତେଇବା, ସଚେତ କରିବା
অন্য ভাষালৈ অনুবাদ :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.