অর্থ : ଦେହର ଉପରିଭାଗ ମଖମଲଭଳି ନରମ ଓ ଚିକଚିକ ହେଉଥିବା ଲାଲ ରଙ୍ଗର ଏକ ପୋକ
							উদাহরণ : 
							ପିଲାଦିନେ ଆମେ ସାଧବବୋହୂ ପୋକକୁ ହାତ ପାପୁଲିରେ ରଖି ଖେଳୁଥିଲୁ
							
সমার্থক : ସାଧବବୋହୂ
অন্য ভাষালৈ অনুবাদ :
एक लाल रंग का कीड़ा जिसका ऊपरी भाग मखमल की तरह नरम और चमकदार होता है।
बचपन में हम मखमली कीट को हथली पर रखकर खेला करते थे।