অর্থ : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
							উদাহরণ : 
							ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି  ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
							
অন্য ভাষালৈ অনুবাদ :
A general concept that marks divisions or coordinations in a conceptual scheme.
categoryঅর্থ : ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
							উদাহরণ : 
							ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
							
অন্য ভাষালৈ অনুবাদ :
অর্থ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
							উদাহরণ : 
							ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
							
সমার্থক : ଗଣ, ଗୋଠ, ଦଳ, ପଲ, ବୃନ୍ଦ, ଯୂଥ, ସମୂହ
অন্য ভাষালৈ অনুবাদ :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.