অর্থ : ଦେବ ମନ୍ଦିରର ଗର୍ଭଗୃହ ସମ୍ମୁଖର ଏକ ସ୍ଥାନ ଯେଉଁଠି ଭକ୍ତମାନେ ବସି ଭଜନ କୀର୍ତ୍ତନ କରନ୍ତି
							উদাহরণ : 
							ଏହି ମନ୍ଦିରର ସଭାମଣ୍ଡପ ବହୁତ ଛୋଟ
							
সমার্থক : ଜଗମୋହନ
অন্য ভাষালৈ অনুবাদ :
A hall where many people can congregate.
assembly hallঅর্থ : ଏହି ସ୍ଥାନ ଯେଉଁଠି କୋଣସି ସଭା ବା ସମାଜ ଏକତ୍ର ହୋଇଥାନ୍ତି
							উদাহরণ : 
							ସଭାମଣ୍ଡପରେ ଆସୀନ  ଜଣେ ଜଣଙ୍କୁ ବଳି ବିଦ୍ୱାନ
							
সমার্থক : ସଭାମଞ୍ଚ
অন্য ভাষালৈ অনুবাদ :
A hall where many people can congregate.
assembly hall