অর্থ : ଦାଗ, ମଇଳା ଆଦି ସଫା କରିବା
							উদাহরণ : 
							ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
							
সমার্থক : ଛଡ଼ାଇବା
অন্য ভাষালৈ অনুবাদ :
Make clean by removing dirt, filth, or unwanted substances from.
Clean the stove!.অর্থ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
							উদাহরণ : 
							ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
							
সমার্থক : ଧୋଇବା, ପରିଷ୍କାର କରିବା
অন্য ভাষালৈ অনুবাদ :
অর্থ : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
							উদাহরণ : 
							ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
							
অন্য ভাষালৈ অনুবাদ :