অর্থ : ଯାହାର ଫଳ ବା ପରିଣାମ ଅଛି
							উদাহরণ : 
							ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା
							
সমার্থক : ଫଳପ୍ରଦ
অন্য ভাষালৈ অনুবাদ :
Having succeeded or being marked by a favorable outcome.
A successful architect.অর্থ : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି
							উদাহরণ : 
							ମୋହନ ଏହି କାମରେ ସଫଳ ହୋଇଗଲା
							
সমার্থক : ସିଦ୍ଧ
অন্য ভাষালৈ অনুবাদ :
Having succeeded or being marked by a favorable outcome.
A successful architect.