অর্থ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
							উদাহরণ : 
							ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
							
সমার্থক : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସାଙ୍କୁଡ଼ିଯିବା
অন্য ভাষালৈ অনুবাদ :
অর্থ : ଉପର ଆଡ଼କୁ ସଙ୍କୁଚିତ ହେବା
							উদাহরণ : 
							ଥରେ ଧୋଇବାପରେ ହିଁ ଏହି ସ୍ୱେଟର୍ ଜାକି ହୋଇଗଲା
							
সমার্থক : ଜାକିହେବା
অন্য ভাষালৈ অনুবাদ :