অর্থ : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
							উদাহরণ : 
							ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
							
সমার্থক : ଶୁଭ ଶକୁନ, ଶୁଭ ସଙ୍କେତ
অন্য ভাষালৈ অনুবাদ :
অর্থ : କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
							উদাহরণ : 
							ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ
							
অন্য ভাষালৈ অনুবাদ :
A sign of something about to happen.
He looked for an omen before going into battle.অর্থ : ଯାହାର ଭବିଷ୍ୟତରେ ସୁଯୋଗ ପାଇବାର ଆଶା ବା ଭଲ ଲକ୍ଷଣଯୁକ୍ତ
							উদাহরণ : 
							ସେ ବହୁତ ସୁଲକ୍ଷଣ ବାଳକ
							
সমার্থক : ଉତ୍ତମ ଲକ୍ଷଣ, ସୁଲକ୍ଷଣ
অন্য ভাষালৈ অনুবাদ :