অর্থ : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
							উদাহরণ : 
							କନ୍ୟା ସବାରୀରେ ବସିଛି
							
অন্য ভাষালৈ অনুবাদ :
অর্থ : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
							উদাহরণ : 
							ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
							
সমার্থক : ପାଲିଙ୍କି
অন্য ভাষালৈ অনুবাদ :