অর্থ : ଜନସାଧାରଣ ବିଶେଷତଃ ଗ୍ରାମ ଲୋକମାନଙ୍କରେ ପ୍ରଚଳିତ ଗଳ୍ପ ବା କାହାଣୀ
							উদাহরণ : 
							ପିଲାଦିନେ ଆଈଠାରୁ ଲୋକକଥା ଶୁଣିବାପାଇଁ ମୁଁ ସବୁବେଳେ ଜିଦ୍ କରୁଥିଲି
							
সমার্থক : ଲୋକଗଳ୍ପ
অন্য ভাষালৈ অনুবাদ :
অর্থ : ଏଭଳି କଥା ଯାହା ଲୋକେ ପରଂପରା ଅନୁସାରେ ଶୁଣି ଆସୁଛନ୍ତି କିନ୍ତୁ ଯାହାର ସଠିକ ପ୍ରମାଣ ନାହିଁ
							উদাহরণ : 
							ଏହି ମନ୍ଦିର ସର୍ମ୍ପକରେ ଅନେକ କିମ୍ବଦନ୍ତୀ ପ୍ରଚଳିତ
							
সমার্থক : କିମ୍ବଦନ୍ତୀ
অন্য ভাষালৈ অনুবাদ :
অর্থ : ଯାହା ଲୋକରେ ପ୍ରଚଳିତ
							উদাহরণ : 
							ମୋହନ ଲୋକକାହାଣୀ ବହୁତ ଧ୍ୟାନ ଦେଇ ଶୁଣେ
							
সমার্থক : ଲୋକ ପ୍ରଚଳିତ କାହାଣୀ, ଲୋକକାହାଣୀ
অন্য ভাষালৈ অনুবাদ :
Widely known and esteemed.
A famous actor.