অর্থ : ସିଧାରେ ଦଣ୍ଡାୟମାନ ଯେଉଁ ରେଖା କୌଣସି ପାର୍ଶ୍ୱ ରେଖା ଉପରେ ଥାଏ ଓ ଏହାର ପାର୍ଶ୍ୱର ଦୁଇ କୋଣ ସମକୋଣ
							উদাহরণ : 
							ତିନି ସେଣ୍ଟିମିଟରର ଆଧାର ଉପରେ ପାଞ୍ଚ ସେଣ୍ଟିମିଟରର ଲମ୍ବ ଟାଣ
							
অন্য ভাষালৈ অনুবাদ :
A straight line at right angles to another line.
perpendicularঅর্থ : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
							উদাহরণ : 
							ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
							
অন্য ভাষালৈ অনুবাদ :
অর্থ : ନବେ ଡିଗ୍ରୀର କୋଣ ସୃଷ୍ଟି କରିବା
							উদাহরণ : 
							ଶିକ୍ଷକ ଲମ୍ବ ରେଖା ଟାଣିବାକୁ କହିଲେ
							
অন্য ভাষালৈ অনুবাদ :