অর্থ : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
							উদাহরণ : 
							ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
							
সমার্থক : କୁଦାମାରିବା, ଡିଆଁଡେଇଁ କରିବା
অন্য ভাষালৈ অনুবাদ :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।অর্থ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							উদাহরণ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
সমার্থক : କୁଦା ମାରିବା, କୁଦିବା, ଡେଇଁବା