অর্থ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							উদাহরণ : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
অন্য ভাষালৈ অনুবাদ :
অর্থ : ବୋଝ ବା ଭାର ଉପରକୁ ନେବା
							উদাহরণ : 
							ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
							
অন্য ভাষালৈ অনুবাদ :
অর্থ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							উদাহরণ : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
অন্য ভাষালৈ অনুবাদ :
অর্থ : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
							উদাহরণ : 
							ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
							
অন্য ভাষালৈ অনুবাদ :