অর্থ : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ
							উদাহরণ : 
							ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ
							
সমার্থক : ମୁଣ୍ଡନ
অর্থ : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା
							উদাহরণ : 
							ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା
							
সমার্থক : କେଶହୀନ, ଟାଙ୍ଗରା, ନଣ୍ଡା, ବାଳହୀନ
অন্য ভাষালৈ অনুবাদ :
Having no hair or fur.
A Mexican Hairless is about the size of a fox terrier and hairless except for a tufts on the head and tail.অর্থ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
							উদাহরণ : 
							କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
							
সমার্থক : କେଶହୀନ, ଚନ୍ଦା, ନଣ୍ଡା, ବାଳହୀନ
অন্য ভাষালৈ অনুবাদ :
Lacking hair on all or most of the scalp.
A bald pate.