অর্থ : କାହା ଦ୍ୱାରା ବହୁତ କାମ କରେଇବା
							উদাহরণ : 
							ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
							
অন্য ভাষালৈ অনুবাদ :
অর্থ : ଉପଯୋଗ ବା କାମରେ ଲଗେଇବା
							উদাহরণ : 
							ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
							
সমার্থক : ଖର୍ଚ୍ଚ କରିବା, ବ୍ୟୟ କରିବା
অন্য ভাষালৈ অনুবাদ :
অর্থ : ଗଛପତ୍ର ଆଦିର ରୋପଣ
							উদাহরণ : 
							ମାଳୀ କୁଣ୍ଡରେ ଗୋଲାପର ଚାରା ଲଗାଉଛି
							
সমার্থক : ରୋପଣକରିବା
অন্য ভাষালৈ অনুবাদ :
অর্থ : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
							উদাহরণ : 
							ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
							
সমার্থক : ସିଲାଇକରିବା
অন্য ভাষালৈ অনুবাদ :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।অর্থ : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
							উদাহরণ : 
							ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
							
সমার্থক : ଲେପନ କରିବା
অন্য ভাষালৈ অনুবাদ :