অর্থ : ରୋକିବାର ପ୍ରକ୍ରିୟା
							উদাহরণ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
সমার্থক : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
অন্য ভাষালৈ অনুবাদ :
অর্থ : ଭତ୍ତା ଆଦି ନ ଦେବା
							উদাহরণ : 
							ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
							
সমার্থক : ବନ୍ଦକରିଦେବା, ରୋକିଦେବା
অন্য ভাষালৈ অনুবাদ :
অর্থ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							উদাহরণ : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
সমার্থক : ଅଟକାଇବା
অন্য ভাষালৈ অনুবাদ :
অর্থ : କଟକଣା ଲଗେଇବା
							উদাহরণ : 
							ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
							
সমার্থক : ଅବରୋଧକରିବା, ବାରଣକରିବା, ମନାକରିବା
অন্য ভাষালৈ অনুবাদ :
অর্থ : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
							উদাহরণ : 
							ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
							
সমার্থক : ବନ୍ଦ କରିବା
অন্য ভাষালৈ অনুবাদ :
অর্থ : ରୋକିବା ବା ବାଧାଦେବା
							উদাহরণ : 
							ଡକାୟତମାନେ ମାର୍ଗ ଅବରୋଧ କଲେ
							
সমার্থক : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							উদাহরণ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
অন্য ভাষালৈ অনুবাদ :