অর্থ : ରଙ୍ଗାଇବାର କାମ ବା ଭାବ
							উদাহরণ : 
							ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି  ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
							
অন্য ভাষালৈ অনুবাদ :
The act of applying paint to a surface.
You can finish the job of painting faster with a roller than with a brush.অর্থ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
							
সমার্থক : ରଙ୍ଗକରାଇବା, ରଙ୍ଗାଇବା, ରଞ୍ଜିତକରାଇବା
অন্য ভাষালৈ অনুবাদ :
অর্থ : ଚିତ୍ର ଆଦିରେ ରଙ୍ଗ ଲଗାଇବା
							উদাহরণ : 
							ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
							
সমার্থক : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗାଇବା
অন্য ভাষালৈ অনুবাদ :