অর্থ : ଭଣ୍ଡାରରେ ରଖିବା
							উদাহরণ : 
							ସେ ଧାନକୁ କୋଠିରେ ଭରିଲେ
							
সমার্থক : ଗଚ୍ଛିତ କରିବା, ଭରିବା
অন্য ভাষালৈ অনুবাদ :
Keep or lay aside for future use.
Store grain for the winter.অর্থ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
							উদাহরণ : 
							ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
							
সমার্থক : ଢାଳିବା, ଭର୍ତ୍ତି କରିବା
অন্য ভাষালৈ অনুবাদ :
অর্থ : କାହାର ହାତରେ ଦେବା ବା ରଖିବା
							উদাহরণ : 
							ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
							
সমার্থক : ଧରାଇବା
অন্য ভাষালৈ অনুবাদ :
অর্থ : ସ୍ଥିତ କରିବା
							উদাহরণ : 
							ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
							
অন্য ভাষালৈ অনুবাদ :
অর্থ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
							উদাহরণ : 
							ମନରେ ଆଦୌ ରାଗ ରଖ ନାହିଁ
							
অন্য ভাষালৈ অনুবাদ :
অর্থ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							উদাহরণ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
সমার্থক : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
অন্য ভাষালৈ অনুবাদ :
किसी निश्चित या विशेष स्थिति आदि में रखना।
कमरे को साफ रखो।অর্থ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
							উদাহরণ : 
							ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି  ସେ ଗୋଟେ ଗାଈ ରଖିଛି
							
অন্য ভাষালৈ অনুবাদ :
অর্থ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							উদাহরণ : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
সমার্থক : ପାଇବା, ପ୍ରାପ୍ତହେବା, ମିଳିବା
অন্য ভাষালৈ অনুবাদ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.অর্থ : କାମରେ ଲଗେଇବା
							উদাহরণ : 
							ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
							
সমার্থক : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
অন্য ভাষালৈ অনুবাদ :
काम पर लगाना।
इस काम के लिए उसने सात आदमियों को नियुक्त किया।অর্থ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
							উদাহরণ : 
							ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
							
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							উদাহরণ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
অন্য ভাষালৈ অনুবাদ :
অর্থ : ରହିବାକୁ ସ୍ଥାନ ଦେବା
							উদাহরণ : 
							ଅତିଥିମାନଙ୍କୁ ଘରେ ରଖାଯାଏ
							
সমার্থক : ଆଶ୍ରୟ ଦେବା
অন্য ভাষালৈ অনুবাদ :
অর্থ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
							উদাহরণ : 
							ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
							
অন্য ভাষালৈ অনুবাদ :