অর্থ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
							উদাহরণ : 
							ତାଙ୍କର ଜୀବନ ଆନନ୍ଦରେ ବିତୁଛି
							
সমার্থক : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ସହଜ, ସହର୍ଷ, ହର୍ଷ
অন্য ভাষালৈ অনুবাদ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।অর্থ : ଗୋଟିଏ ବର୍ଣ୍ଣବୃତ୍ତ
							উদাহরণ : 
							ମୋଦର ପ୍ରତ୍ୟେକ ପାଦରେ ପାଞ୍ଚଟି ଭଗଣ,ଗୋଟିଏ ମଗଣ, ଗୋଟିଏ ସଗଣ ଏବଂ ଗୋଟିଏ ଗୁରୁ ଥାଏ
							
অন্য ভাষালৈ অনুবাদ :