অর্থ : ଯେଉଁଥିରେ ଜୀବନୀ ଶକ୍ତି, ଉପଯୋଗିତା ବା କ୍ରିୟାଶୀଳତା ସରିଯାଇଛି
							উদাহরণ : 
							କିଛି ପ୍ରାଚୀନ ଭାଷା ଆଜି ମୃତ ହୋଇଯାଇଛନ୍ତି
							
অন্য ভাষালৈ অনুবাদ :
অর্থ : ଯାହା ମରିଯାଇଛି
							উদাহরণ : 
							ସେ ମୃତ ବ୍ୟକ୍ତିଙ୍କୁ କବର ଦେବାପାଇଁ ଯାଉଛି  ସେ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଗୋଟିଏ ଡାକ୍ତରଖାନା ତିଆରିକଲେ
							
সমার্থক : ଦିବଙ୍ଗତ, ପରଲୋକଗତ, ପରଲୋକବାସୀ, ସ୍ୱର୍ଗବାସୀ, ସ୍ୱର୍ଗୀୟ
অন্য ভাষালৈ অনুবাদ :
जो मरा हुआ हो।
वे मृत व्यक्ति को दफ़नाने जा रहे हैं।No longer having or seeming to have or expecting to have life.
The nerve is dead.