অর্থ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
							উদাহরণ : 
							ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ  ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
							
সমার্থক : ମୁଖ
অন্য ভাষালৈ অনুবাদ :
The externally visible part of the oral cavity on the face and the system of organs surrounding the opening.
She wiped lipstick from her mouth.অর্থ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
							উদাহরণ : 
							ଏହି ବୋତଲର ମୁହଁ ବହୁତ ସରୁଆ
							
সমার্থক : ମୁଖ
অন্য ভাষালৈ অনুবাদ :
An opening that resembles a mouth (as of a cave or a gorge).
He rode into the mouth of the canyon.অর্থ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
							উদাহরণ : 
							ରାମର ମୁହଁ ଖୁସିରେ ଝଲକୁଥିଲା  ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି  ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
							
সমার্থক : ଆନନ, ଚେହେରା, ବଦନ, ମୁଖ ମଣ୍ଡଳ
অন্য ভাষালৈ অনুবাদ :
The front of the human head from the forehead to the chin and ear to ear.
He washed his face.