অর্থ : ଯେଉଁଥିରେ ସାମଞ୍ଜସ୍ୟ ରହିଛି
							উদাহরণ : 
							ବୋହୂର ମିଶାଣିଆ ବ୍ୟବହାରରେ ଘରର ସମସ୍ତ ଲୋକ ଖୁସି ଅଛନ୍ତି
							
সমার্থক : ମିଶାଣିଆ, ମେଳାପୀ, ସାମଞ୍ଜସ୍ୟପୂର୍ଣ
অন্য ভাষালৈ অনুবাদ :
অর্থ : ଯିଏ ସବୁଠାରୁ ଭଲଭାବରେ ମିଳାମିଶା କରେ
							উদাহরণ : 
							ସେ ଜଣେ ମେଳାପି ବ୍ୟକ୍ତି
							
সমার্থক : ମେଳାପୀ
অন্য ভাষালৈ অনুবাদ :