অর্থ : ତଉଲ ବା ଓଜନ କରିବା କ୍ରିୟା
							উদাহরণ : 
							ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
							
সমার্থক : ଉତ୍ତୋଳନ କରିବା, ତଉଲିବା
অন্য ভাষালৈ অনুবাদ :
অর্থ : ମାପିବା କ୍ରିୟା
							উদাহরণ : 
							ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
							
অর্থ : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
							উদাহরণ : 
							ସେ ମିଟରରେ କନା ମାପୁଛନ୍ତି
							
সমার্থক : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
অন্য ভাষালৈ অনুবাদ :
Determine the measurements of something or somebody, take measurements of.
Measure the length of the wall.অর্থ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
							উদাহরণ : 
							ଦୋକାନୀ ଶସ୍ୟ ମାପୁଛି
							
অন্য ভাষালৈ অনুবাদ :