অর্থ : ପୃଥିବୀ ଓ ଅନ୍ୟ ଗ୍ରହ ବା ନକ୍ଷତ୍ରମଧ୍ୟରେ ଥିବା ସ୍ଥାନ
							উদাহরণ : 
							ମହାକାଶ ବିଷୟରେ ଆଜି ବି ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି
							
সমার্থক : ଅନ୍ତରୀକ୍ଷ
অন্য ভাষালৈ অনুবাদ :
Any location outside the Earth's atmosphere.
The astronauts walked in outer space without a tether.