অর্থ : ନିଆଁ ଉପରେ ରଖିବା କାରଣରୁ ବାଷ୍ପ ହେବା
							উদাহরণ : 
							ଚା ତିଆରି କରିବା ପାଇଁ ଚୂଲିରେ ବସେଇଥିବା ପାଣି ବାଷ୍ପୀଭୂତ ହୋଇଗଲା
							
সমার্থক : ବାଷ୍ପୀଭୂତହେବା
অন্য ভাষালৈ অনুবাদ :
অর্থ : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ
							উদাহরণ : 
							ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା
							
সমার্থক : ମରିବା
অন্য ভাষালৈ অনুবাদ :