অর্থ : ଛପ୍ପୟ ଛନ୍ଦର ଗୋଟିଏ ଭେଦ
							উদাহরণ : 
							ମନୋହରରେ ତେରଟି ଗୁରୁ, ଏକ ଶହ ଛବିଶଟି ଲଘୁ ଏବଂ ଏକ ଶହ ବାଉନଟି ମାତ୍ରା ଥାଏ
							
অন্য ভাষালৈ অনুবাদ :
অর্থ : ଗୋଟିଏ ସଂକର ଛନ୍ଦ
							উদাহরণ : 
							ସଂଗୀତଜ୍ଞ ମନୋହର ରାଗରେ ଗାଉଛନ୍ତି
							
সমার্থক : ମନୋହର ରାଗ
অন্য ভাষালৈ অনুবাদ :
অর্থ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
							উদাহরণ : 
							ତା ପୁଅ ବହୁତ ସୁନ୍ଦର
							
সমার্থক : କମନୀୟ, ଚାରୁ, ମନୋଜ୍ଞ, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ, ସୁନ୍ଦର
অন্য ভাষালৈ অনুবাদ :
जिसकी शक्ल-सूरत अच्छी हो।
उसका लड़का बहुत सुंदर है।Pleasing in appearance especially by reason of conformity to ideals of form and proportion.
A fine-looking woman.অর্থ : ମନକୁ ଲୋଭେଇବା
							উদাহরণ : 
							ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
							
সমার্থক : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ଲଳିତ, ସୁନ୍ଦର, ସୁରମ୍ୟ
অন্য ভাষালৈ অনুবাদ :
देखने में अच्छा और मन को लुभाने वाला।
उसकी चित्रकारी आकर्षक है।Pleasing to the eye or mind especially through beauty or charm.
A remarkably attractive young man.