অর্থ : ଯେ ନିଜ ଅଧିନରେ ନାହିଁ
							উদাহরণ : 
							ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
							
সমার্থক : ଉନ୍ମତ୍ତ, ପାଗଳ, ଭ୍ରାନ୍ତ
অন্য ভাষালৈ অনুবাদ :
Marked by uncontrolled excitement or emotion.
A crowd of delirious baseball fans.অর্থ : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
							উদাহরণ : 
							ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
							
সমার্থক : "ମଦୋନ୍ମତ୍ତ, ପ୍ରମତ୍ତ, ମତୁଆଲା, ମତ୍ତ, ମଦମସ୍ତ
অন্য ভাষালৈ অনুবাদ :
Stupefied or excited by a chemical substance (especially alcohol).
A noisy crowd of intoxicated sailors.