অর্থ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
							উদাহরণ : 
							ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
							
অন্য ভাষালৈ অনুবাদ :
অর্থ : ନୌକାର ଆଗକୁ ଉଠିଥିବା କୋଣ
							উদাহরণ : 
							ନୌକାର ଆର ମୁଣ୍ଡରେ ବସିଥିବା ବାଳକ ଡରିଯାଇ ମଙ୍ଗକୁ ଧରିପକାଇଲା
							
অন্য ভাষালৈ অনুবাদ :