অর্থ : ମଙ୍ଗୋଲିଆର ମୂଳ ନିବାସୀ
							উদাহরণ : 
							ମଙ୍ଗୋଲମାନେ ଚୀନ ଉପରେ ଆକ୍ରମଣ କରିଥିଲେ
							
সমার্থক : ମଂଗୋଲିଆବାସୀ , ମଂଗୋଲୀୟ, ମଙ୍ଗୋଲ, ମଙ୍ଗୋଲିଆବାସୀ, ମଙ୍ଗୋଲୀୟ
অন্য ভাষালৈ অনুবাদ :
मंगोलिया का मूल निवासी।
मंगोलों ने चीन पर हमला किया था।অর্থ : ମଧ୍ୟ ଏସିଆରେ ବାସକରୁଥିବା ଏକ ଜାତି
							উদাহরণ : 
							ପ୍ରାଚୀନ କାଳରେ ମଙ୍ଗୋଲ ଜାତି ମଧ୍ୟ ଏସିଆରେ ବାସ କରୁଥିଲେ
							
সমার্থক : ମଂଗୋଲ ଜାତି, ମଙ୍ଗୋଲ, ମଙ୍ଗୋଲ ଜାତି
অন্য ভাষালৈ অনুবাদ :
मध्य एशिया में बसनेवाली एक जाति।
प्राचीन काल में मँगोल जाति मध्य एशिया में बसती थी।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ମଙ୍ଗୋଲିଆ ସହ ସମ୍ବନ୍ଧିତ ବା ମଙ୍ଗୋଲିଆର
							উদাহরণ : 
							ମଙ୍ଗୋଲ ଆକ୍ରମଣକାରୀ ମାନଙ୍କୁ ପରାସ୍ତ ହେବାକୁ ପଡିଲା
							
সমার্থক : ମଂଗୋଲିୟାନ୍, ମଙ୍ଗୋଲ, ମଙ୍ଗୋଲିୟାନ୍
অন্য ভাষালৈ অনুবাদ :