অর্থ : ଏଭଳି ଡରାଣ ଯାହା ଫଳରେ କୌଣସି ଲୋକ କୌଣସି କାମ କରିପାରେ ନାହିଁ
							উদাহরণ : 
							ଡକାୟତମାନେ ବୋମା ଫୋପାଡ଼ି ଗାଁ ଲୋକଙ୍କୁ ଭୟରେ ଥରହର କଲେ
							
সমার্থক : ଆତଙ୍କିତ କରିବା, ଥରହର କରିବା
অন্য ভাষালৈ অনুবাদ :
অর্থ : କାହା ମନରେ ଡର ଉତ୍ପନ୍ନ କରିବା
							উদাহরণ : 
							ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି
							
সমার্থক : ଡରେଇବା, ଭୟ ସୃଷ୍ଟି କରିବା
অন্য ভাষালৈ অনুবাদ :