অর্থ : ଯେ ନିଜ ଅଧିନରେ ନାହିଁ
							উদাহরণ : 
							ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
							
সমার্থক : ଉନ୍ମତ୍ତ, ପାଗଳ, ମଦାନ୍ଧ
অন্য ভাষালৈ অনুবাদ :
Marked by uncontrolled excitement or emotion.
A crowd of delirious baseball fans.অর্থ : ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
							উদাহরণ : 
							ସେ ଭ୍ରମିତ ବ୍ୟକ୍ତିଙ୍କୁ ବାଟ ଦେଖାଉଛନ୍ତିଭ୍ରାନ୍ତ ମନୁଷ୍ୟ କୌଣସି ଠୋସ ନିର୍ଣ୍ଣୟ ନେଇପାରେ ନାହିଁ
							
সমার্থক : ଭ୍ରମିତ
অন্য ভাষালৈ অনুবাদ :