অর্থ : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
							উদাহরণ : 
							ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
							
সমার্থক : ହାବଭାବ
অন্য ভাষালৈ অনুবাদ :
অর্থ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
							উদাহরণ : 
							ଏହି କାମ ବିଷୟରେ ତା’ର ଅନୁଭବ ଅଛି
							
অন্য ভাষালৈ অনুবাদ :
The accumulation of knowledge or skill that results from direct participation in events or activities.
A man of experience.অর্থ : ଯେଉଁଥିରେ ହେବାର କ୍ରିୟା ନିହିତ
							উদাহরণ : 
							ସୁନ୍ଦରତାରେ ସୁନ୍ଦର ହେବାର ଭାବ ରହିଛି
							
অন্য ভাষালৈ অনুবাদ :
অর্থ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
							উদাহরণ : 
							ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
							
সমার্থক : ଅଭିପ୍ରାୟ, ଅର୍ଥ, ତାତ୍ପର୍ଯ୍ୟ, ମାନେ
অন্য ভাষালৈ অনুবাদ :
অর্থ : ନାୟିକାର ସ୍ବାଭାବିକ ଚେଷ୍ଟା ଯାହା ସଂଭୋଗ ସମୟରେ ପୁରୁଷକୁ ଆକର୍ଷିତ କରିଥାଏ
							উদাহরণ : 
							ସାହିତ୍ୟରେ ଏଗାରଟି ଭାବ ଥିବା ଗୃହୀତ
							
অন্য ভাষালৈ অনুবাদ :
संयोग के समय नायिका की स्वाभाविक चेष्टाएँ जो पुरुष को आकर्षित करती हैं।
साहित्य में ग्यारह हाव गिनाए गए हैं।