অর্থ : ବିଷ୍ଣୁଙ୍କର ଜଣେ ଦ୍ବାରପାଳ
							উদাহরণ : 
							ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ଏକ ଦିଗ୍ଗଜ
							উদাহরণ : 
							ଭଦ୍ର ଉତ୍ତର ଦିଗର ଦିଗ୍ଗଜ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ସ୍ବାୟଂଭୁବ ମନ୍ବନ୍ତରର ବିଷ୍ଣୁଙ୍କଠାରୁ ଜନ୍ମିତ ଏକ ପ୍ରକାର ଦେବତା
							উদাহরণ : 
							ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ
							
সমার্থক : ତୁଷିତ
অন্য ভাষালৈ অনুবাদ :
A deity worshipped by the Hindus.
hindu deityঅর্থ : ବଳଦେବଙ୍କର ଜଣେ ସହୋଦର ଭାଇ
							উদাহরণ : 
							ଭଦ୍ରଙ୍କ ବର୍ଣ୍ଣନା ପୁରାଣରେ ମିଳେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
							উদাহরণ : 
							ରାମ ଜଣେ ଭଦ୍ର ବ୍ୟକ୍ତି
							
সমার্থক : ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ, ସୁଶୀଳ
অন্য ভাষালৈ অনুবাদ :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।অর্থ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
							উদাহরণ : 
							ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
							
অন্য ভাষালৈ অনুবাদ :
Having an easygoing and cheerful disposition.
Too good-natured to resent a little criticism.