অর্থ : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
							উদাহরণ : 
							ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
							
সমার্থক : ଖଣ୍ଡିତାଂଶ, ଧ୍ୱଂସାବଶେଷ
অন্য ভাষালৈ অনুবাদ :
অর্থ : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା
							উদাহরণ : 
							ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା
							
সমার্থক : ଭଙ୍ଗାଇଟାପଥରଗଦା
অন্য ভাষালৈ অনুবাদ :