অর্থ : କ୍ରିକେଟ ଖେଳରେ ବ୍ୟବହୃତ କାଠର ଏକ ଦଣ୍ଡା ଯେଉଁଥିରେ ବଲ୍ ଖେଳାଯାଏ
							উদাহরণ : 
							ପିଲାଟି ବ୍ୟାଟରେ ବଲ୍ ଖେଳୁଛି
							
সমার্থক : ବେଟ
অন্য ভাষালৈ অনুবাদ :
The club used in playing cricket.
A cricket bat has a narrow handle and a broad flat end for hitting.অর্থ : ଟେବୁଲ ଟେନିସ ଖେଳରେ ବ୍ୟବହୃତ ଏକ ଚେପଟା ଖେଳ ଉପକରଣ
							উদাহরণ : 
							କେତେକ ବ୍ୟାଟର ପୃଷ୍ଠ ଚିକ୍କିଣିଆ ଓ କେତେକ ବ୍ୟାଟର ପୃଷ୍ଠ ଖଦଡ଼ିଆ
							
অন্য ভাষালৈ অনুবাদ :
टेबल-टेनिस खेलने में प्रयुक्त एक चपटा खेल उपस्कर।
कुछ बैट की सतह चिकनी और कुछ बैट की सतह खुरदुरी होती है।