অর্থ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
							উদাহরণ : 
							ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
							
সমার্থক : ବାଧା, ବିଘ୍ନ, ବ୍ୟତିକ୍ରମ
অন্য ভাষালৈ অনুবাদ :
Some abrupt occurrence that interrupts an ongoing activity.
The telephone is an annoying interruption.অর্থ : କାବ୍ୟରେ ଗୋଟିଏ ପ୍ରକାର ଅର୍ଥାଳଙ୍କାର
							উদাহরণ : 
							ବ୍ୟାଘାତରେ ଗୋଟିଏ ଉପାୟଦ୍ୱାରା ଅବା ଗୋଟିଏ ମାତ୍ର ସାଧନ ଦ୍ୱାରା ଦୁଇଟି ବିରୋଧି କାର୍ଯ୍ୟ ଘଟିବା ବର୍ଣ୍ଣିତ ହୋଇଥାଏ
							
অন্য ভাষালৈ অনুবাদ :
काव्य में एक प्रकार का अर्थालंकार।
व्याघात में एक ही उपाय के द्वारा अथवा एक ही साधन के द्वारा दो विरोधी कार्यों के होने का वर्णन होता है।অর্থ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
							উদাহরণ : 
							ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
							
সমার্থক : ପ୍ରତିରୋଧ, ବାଧା, ବିରୋଧ
অন্য ভাষালৈ অনুবাদ :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।অর্থ : ଜ୍ୟୋତିଷରେ ସତାଇଶ ଯୋଗ ମଧ୍ୟରୁ ତେରତମ ଯୋଗ
							উদাহরণ : 
							ବ୍ୟାଘାତରେ ଶୁଭକାମ କରିବା ବର୍ଜନୀୟ
							
অন্য ভাষালৈ অনুবাদ :