অর্থ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
							উদাহরণ : 
							ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି  ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
							
সমার্থক : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବନ୍ଦୋବସ୍ତ କରିବା
অন্য ভাষালৈ অনুবাদ :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।অর্থ : କୌଣସି କାମ ଠିକ ଭାବରେ କରିବାର ବ୍ୟବସ୍ଥା କରିବା
							উদাহরণ : 
							ଶ୍ୟାମ ପିକନିକରେ ଖାଇବାର ବ୍ୟବସ୍ଥା କରିଛି
							
অন্য ভাষালৈ অনুবাদ :
कोई काम ठीक तरह से करने की व्यवस्था करना।
पिकनिक में श्याम ने खाने का प्रबंधन किया।অর্থ : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା
							উদাহরণ : 
							ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି
							
সমার্থক : ଆୟୋଜନ କରିବା, ବନ୍ଦୋବସ୍ତ କରିବା, ଯୋଜନା କରିବା
অন্য ভাষালৈ অনুবাদ :
* किसी काम, घटना आदि के लिए स्थान, समय आदि निर्धारित करना।
मैंने अगले महीने घर जाने का कार्यक्रम बनाया है।অর্থ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
							উদাহরণ : 
							ବାଜି ଲଗାନ୍ତୁ  ଘରକୁ ଫୋନ ଲଗାନ୍ତୁ
							
সমার্থক : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ଲଗାଇବା
অন্য ভাষালৈ অনুবাদ :