অর্থ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା
							উদাহরণ : 
							ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
							
সমার্থক : ଅନୁଜ୍ଞା, ଆଜ୍ଞା, ଆଦେଶ, ହୁକୁମ
অন্য ভাষালৈ অনুবাদ :
(often plural) a command given by a superior (e.g., a military or law enforcement officer) that must be obeyed.
The British ships dropped anchor and waited for orders from London.অর্থ : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
							উদাহরণ : 
							ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
							
অন্য ভাষালৈ অনুবাদ :
অর্থ : କୁହାହୋଇଥିବା କଥା
							উদাহরণ : 
							ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ  ଆମର କଥା ମାନ
							
অন্য ভাষালৈ অনুবাদ :