অর্থ : ବେପାର କରିବା ଲୋକ
							উদাহরণ : 
							ମୋହନ ଜଣେ କୁଶଳ ବେପାରୀ  ସେ ଜଣେ ହୀରା ବେପାରୀ
							
সমার্থক : ବଣିକ, ବ୍ୟବସାୟୀ, ସୌଦାଗର
অন্য ভাষালৈ অনুবাদ :
A person engaged in commercial or industrial business (especially an owner or executive).
businessman, man of affairsঅর্থ : କୌଣସି ବସ୍ତୁ ଆଦି ବିକ୍ରି କରୁଥିବା ଲୋକ
							উদাহরণ : 
							ସେ ଜଣେ ପାଇକାରୀ ବିକ୍ରେତା
							
অন্য ভাষালৈ অনুবাদ :
A person employed to represent a business and to sell its merchandise (as to customers in a store or to customers who are visited).
sales rep, sales representative, salespersonঅর্থ : ଖାଦ୍ୟଶସ୍ୟ ବିକ୍ରି କରୁଥିବା ବେପାରୀ
							উদাহরণ : 
							ସେ ଖାଦ୍ୟଶସ୍ୟ ବିକ୍ରେତା ଦୋକାନରୁ ଚାଉଳ କିଣିଲେ
							
সমার্থক : ଖାଦ୍ୟଶସ୍ୟ ବିକ୍ରେତା
অন্য ভাষালৈ অনুবাদ :
वह व्यापारी जो अनाज बेचता हो।
उसने अनाज विक्रेता की दुकान से चावल खरीदा।A merchant who deals in food grains.
grain merchantঅর্থ : ଯେ କୌଣସି ବ୍ୟବସାୟ କରେ
							উদাহরণ : 
							ଦାବି କରାଯାଇଥିବା ଟଙ୍କା ନ ମିଳିବାରୁ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ହତ୍ୟାକଲେ
							
অন্য ভাষালৈ অনুবাদ :