অর্থ : ବିଶ୍ୱରୂପ ବ୍ରହ୍ମା
							উদাহরণ : 
							ପୁରାଣ ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ହେଉଛନ୍ତି ବିରାଟ ପୁରୁଷଙ୍କ ତିନି ନୟନ
							
সমার্থক : ବିରାଟ ପୁରୁଷ
অন্য ভাষালৈ অনুবাদ :
विश्वरूप ब्रह्मा।
पुराणों के अनुसार सूर्य, चाँद और अग्नि - ये विराट् के तीन नयन हैं।The Creator. One of the three major deities in the later Hindu pantheon.
brahmaঅর্থ : ମହାଭାରତରେ ବର୍ଣ୍ଣିତ ଜଣେ ରାଜା
							উদাহরণ : 
							ଅଜ୍ଞାତବାସ ସମୟରେ ପାଣ୍ଡବମାନେ ରାଜା ବିରାଟଙ୍କ ପାଖରେ ଚାକିରି କରିଥିଲେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ବହୁତ ବଡ଼ ଆକାରର
							উদাহরণ : 
							ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
							
অন্য ভাষালৈ অনুবাদ :
অর্থ : ବହୁତ ବଡ଼
							উদাহরণ : 
							ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା  ତାକୁ ବୃହତ ସଫଳତା ମିଳିଲା
							
অন্য ভাষালৈ অনুবাদ :