অর্থ : ଯୁଦ୍ଧରତ ଦଳ ଅସ୍ଥାୟୀ ରୂପେ କିଛି ନିର୍ଦ୍ଧିଷ୍ଟ ସମୟପାଇଁ ଯୁଦ୍ଧ ବନ୍ଦ କରିବା ବା ଯୁଦ୍ଧ ବନ୍ଦ କରିବାର କାର୍ଯ୍ୟ
							উদাহরণ : 
							ମହାଭାରତର ଯୁଦ୍ଧରେ ଅଶ୍ବଥାମା ବିରତି ସମୟରେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କୁ ବଦ୍ଧ କରିଥିଲା
							
অন্য ভাষালৈ অনুবাদ :
युद्ध रत दलों का कुछ नियत समय के लिए अस्थायी रूप से युद्ध बंद करने या युद्ध बंद होने की क्रिया।
महाभारत के युद्ध में अश्वत्थामा ने अवहार के समय द्रौपदी के पाँचों पुत्रों का वध कर दिया।অর্থ : ଛନ୍ଦ ଶାସ୍ତ୍ର ଅନୁସାରେ କବିତା ବା ପଦ୍ୟର ପାଦରେ ଥିବା ସେହି ସ୍ଥାନ ଯେଉଁଠି ପଢିବା ସମୟରେ ଏହାର ଲୟ ଠିକ ରଖିବା ପାଇଁ ସାମାନ୍ୟ ବିଶ୍ରାମ ଥାଏ
							উদাহরণ : 
							କବିତା ପଢିବା ସମୟରେ ବିରାମ ଉପରେ ଧ୍ୟାନ ଦେବା ଜରୁରୀ
							
অন্য ভাষালৈ অনুবাদ :