অর্থ : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
							উদাহরণ : 
							ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
							
অন্য ভাষালৈ অনুবাদ :
A public promotion of some product or service.
ad, advert, advertisement, advertising, advertizement, advertizingঅর্থ : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା
							উদাহরণ : 
							କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
							
সমার্থক : ପ୍ରଚାର
অন্য ভাষালৈ অনুবাদ :
A public promotion of some product or service.
ad, advert, advertisement, advertising, advertizement, advertizingঅর্থ : କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ ବତାଯାଏ
							উদাহরণ : 
							ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି
							
সমার্থক : ସୂଚନାପତ୍ର ପୋଷ୍ଟର
অন্য ভাষালৈ অনুবাদ :