অর্থ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
							উদাহরণ : 
							ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
							
অন্য ভাষালৈ অনুবাদ :
অর্থ : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
							উদাহরণ : 
							ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
							
অন্য ভাষালৈ অনুবাদ :
অর্থ : ମଝିରେ କୌଣସି ପ୍ରକାର ବିଚ୍ଛିନ୍ନ ହେବାର କ୍ରିୟା ଅବା ବିଶୃଙ୍ଖଳ ହେବାର ଅବସ୍ଥା ବା ଭାବ
							উদাহরণ : 
							ବିଶୃଙ୍ଖଳତାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟା
							
সমার্থক : ବିଶୃଙ୍ଖଳତା
অন্য ভাষালৈ অনুবাদ :
অর্থ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							উদাহরণ : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
সমার্থক : ଅଲଗା, ବିଚ୍ଛିନ୍ନ, ମୂଳଉତ୍ପାଟନ
অন্য ভাষালৈ অনুবাদ :