অর্থ : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
							উদাহরণ : 
							ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
							
সমার্থক : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
অন্য ভাষালৈ অনুবাদ :
অর্থ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
							উদাহরণ : 
							ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
							
অন্য ভাষালৈ অনুবাদ :
অর্থ : ଅକ୍ଳେଶରେ ଉଚ୍ଚାରିତ ହେବା
							উদাহরণ : 
							ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା  ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
							
অন্য ভাষালৈ অনুবাদ :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।অর্থ : ପ୍ରଚଳିତ ବା ଲାଗୁହେବା
							উদাহরণ : 
							ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
							
অন্য ভাষালৈ অনুবাদ :
অর্থ : ରସ ବାହାରିବା
							উদাহরণ : 
							ତା ଘାଆରୁ ରକ୍ତମିଶା ପାଣି ଝରୁଛି
							
সমার্থক : ଗଳିବା, ଝରିବା, ସ୍ରାବ ହେବା
অন্য ভাষালৈ অনুবাদ :
অর্থ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
							উদাহরণ : 
							ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
							
সমার্থক : ପ୍ରକାଶିତ ହେବା
অন্য ভাষালৈ অনুবাদ :
অর্থ : ଅନବରତ ରସ ସ୍ୱରୂପ ବାହାରିବା
							উদাহরণ : 
							ତାଙ୍କର ବଥରୁ ପୂଜ ବୋହୁଛି
							
সমার্থক : ବୋହିବା
অন্য ভাষালৈ অনুবাদ :