অর্থ : ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
							উদাহরণ : 
							ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
							
সমার্থক : ବାମାଚାରୀ
অন্য ভাষালৈ অনুবাদ :
অর্থ : ଯିଏ ବାମପନ୍ଥର ସପକ୍ଷରେ
							উদাহরণ : 
							ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
							
অন্য ভাষালৈ অনুবাদ :
অর্থ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
							উদাহরণ : 
							ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
							
সমার্থক : ବାମପଂଥୀ, ବାମପନ୍ଥୀ, ବାମବାଦୀ, ଲେଫ୍ଟିଷ୍ଟ
অন্য ভাষালৈ অনুবাদ :