অর্থ : ବାଣ୍ଟିବା ପ୍ରକ୍ରିୟା ବା ଭାବ
							উদাহরণ : 
							ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
							
সমার্থক : ପ୍ରଦାନ କରିବା, ବିତରଣ
অন্য ভাষালৈ অনুবাদ :
The act of distributing or spreading or apportioning.
distributionঅর্থ : କୌଣସି ବସ୍ତୁକୁ ଭାଗଭାଗ କରିବା
							উদাহরণ : 
							ଚୋରମାନେ ଚୋରି ଧନ ବାଣ୍ଟିଲେ
							
সমার্থক : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
অন্য ভাষালৈ অনুবাদ :
किसी वस्तु आदि के कई भाग करना।
चोरों ने चोरी का माल बाँटा।অর্থ : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
							উদাহরণ : 
							ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
							
সমার্থক : ଭାଗକରିବା, ଭାଗବାଣ୍ଟିବା
অন্য ভাষালৈ অনুবাদ :
অর্থ : ଅଳ୍ପ ଅଳ୍ପ କରି ଦେବା
							উদাহরণ : 
							ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
							
সমার্থক : ବିତରଣ କରିବା
অন্য ভাষালৈ অনুবাদ :
Administer or bestow, as in small portions.
Administer critical remarks to everyone present.অর্থ : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
							উদাহরণ : 
							ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
							
সমার্থক : ବଣ୍ଟନକରିବା
অন্য ভাষালৈ অনুবাদ :