অর্থ : ବଙ୍କାହେବାର ଅବସ୍ଥା ବା ଭାବ
							উদাহরণ : 
							କାରିଗରଟି ତାରର ବକ୍ରତା ଦୂର କରୁଥିଲା
							
সমার্থক : ବକ୍ରତା
অন্য ভাষালৈ অনুবাদ :
অর্থ : ଘର, ଗଳି ଅଥବା ବାଟରେ ଆଗକୁ ବାହାରିଥିବା କୋଣ
							উদাহরণ : 
							ଚାରିଛକର ମୋଡ଼ରେ ଠିଆ ହୋଇଥିବା ପିଲାଟିକୁ ଟ୍ରକ ଧକାଦେଲା
							
অন্য ভাষালৈ অনুবাদ :
The intersection of two streets.
Standing on the corner watching all the girls go by.অর্থ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
							উদাহরণ : 
							ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
							
অন্য ভাষালৈ অনুবাদ :
অর্থ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
							উদাহরণ : 
							ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
							
অন্য ভাষালৈ অনুবাদ :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।অর্থ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
							উদাহরণ : 
							ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
							
অন্য ভাষালৈ অনুবাদ :
The intersection of two streets.
Standing on the corner watching all the girls go by.