অর্থ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							উদাহরণ : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
সমার্থক : ବିତାଡ଼ିତ
অর্থ : ଯାହାକୁ ବାହାର କରିଦିଆ ଯାଇଛି
							উদাহরণ : 
							ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
							
সমার্থক : ବାହାର କରାଯାଇଥିବା
অন্য ভাষালৈ অনুবাদ :
অর্থ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							উদাহরণ : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
সমার্থক : ବିତାଡ଼ିତ
অন্য ভাষালৈ অনুবাদ :
অর্থ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							উদাহরণ : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
সমার্থক : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
অন্য ভাষালৈ অনুবাদ :
অর্থ : ବହିଷ୍କାର କରାଯାଇଥିବା
							উদাহরণ : 
							ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା