অর্থ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
							উদাহরণ : 
							ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
							
সমার্থক : ନିର୍ବାସନ, ନିର୍ବାସିତ, ବାହାର
অন্য ভাষালৈ অনুবাদ :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.অর্থ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							উদাহরণ : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
অন্য ভাষালৈ অনুবাদ :
A group's refusal to have commercial dealings with some organization in protest against its policies.
boycottঅর্থ : ବାହାର କରିବା ବା ନିକାଲିବା କ୍ରିୟା
							উদাহরণ : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
সমার্থক : ବହିଷ୍କରଣ
অন্য ভাষালৈ অনুবাদ :
অর্থ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							উদাহরণ : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
অন্য ভাষালৈ অনুবাদ :
The act of expelling a person from their native land.
Men in exile dream of hope.