অর্থ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
							উদাহরণ : 
							ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
							
সমার্থক : ସ୍ଥିର ହୋଇଯିବା
অন্য ভাষালৈ অনুবাদ :
Remove by passing through a filter.
Filter out the impurities.অর্থ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
							উদাহরণ : 
							ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
							
সমার্থক : ଧସିଯିବା, ଭୁଷୁଡ଼ି ପଡ଼ିବା
অন্য ভাষালৈ অনুবাদ :
অর্থ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
							উদাহরণ : 
							ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
							
সমার্থক : ଚେପାହୋଇଯିବା, ଦାବିହୋଇଯିବା
অন্য ভাষালৈ অনুবাদ :